ବିଦେଶ ଫେରନ୍ତା ଭଉଣୀଙ୍କ ନାମ ପାଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୦୩: କରୋନା ସତର୍କତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ ପଞ୍ଜୀକୃତ ହୋଇଛି। ବିଦେଶରେ ଥିବାରୁ ସରକାରୀ ପୋର୍ଟାଲରେ ଭଉଣୀଙ୍କ ନାଁ ପଞ୍ଜୀକରଣ କଲେ

Read more