ବିଜେପିର ଦାବି: ଚାଷୀଙ୍କୁ ପାଣି ଦିଅ, ନଚେତ ଜିଲ୍ଲାକୁ ମରୁଡ଼ି ଘୋଷଣା କର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବହୁ ଚାଷ ଜମିକୁ କେନାଲ ପାଣି ଦିଆଯାଉନଥିବା ନେଇ ଆଜି ବିଜେପି ପକ୍ଷରୁ ଏକ ଟିମ୍ ମାଲକାନଗିରି ଜିଲ୍ଲପାଳ ବିଶାଲ ସିଂକୁ ଭେଟିଛନ୍ତି।

Read more