ଗୋପାଳର ନୂଆ ଠିକଣା ଚୌଦ୍ୱାର ଜେଲ୍: ଝାରସୁଗୁଡ଼ା ଉପକାରଗାରରୁ ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ

ଗୋପାଳର ନୂଆ ଠିକଣା ଏବେ ଚୌଦ୍ୱାର ଜେଲ୍ । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ କଟକ ଚୌଦ୍ୱାରର ସର୍କଲ ଜେଲକୁ ଅଣାଯାଇଛି

Read more