ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବା ପ୍ରତିବାଦ: ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ

ଭୁବନେଶ୍ବର: ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବା ପ୍ରତିବାଦରେ ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହାକୁ ସମର୍ଥନ କଲେ କଂଗ୍ରେସ ବିଧାୟକ

Read more