‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରୁ ଫେରିବା ବେଳେ ଭାରସାମ୍ୟ ହରାଇ ଦୋକାନକୁ ପଶିଗଲା ସରକାରୀ ବସ୍‌

ଜୟପୁର: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ସରକାରୀ କାର୍ଯ୍ୟକ୍ରମ ପାଇଁ ଯାଇ ଫେରୁଥିବା ଜୟପୁର ଓଏସଆରଟିସି ଜୋନ୍‌ର ଅଲଟ୍ରା ବସ ଭାରସାମ୍ୟ ହରାଇ ଜୟପୁର ସଦରଥାନା ଅର୍ନ୍ତଗତ ରଣ୍ଡାପାଲ୍ଲୀ

Read more