ଖାଉଟିଙ୍କୁ ସଠିକ୍ ଦରରେ ପିଆଜ ମିଳିବା ନେଇ ବିଭାଗ ଗୁରୁତ୍ବ ଦେଉଛି : ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର ଏବେ ହୁହୁ ହୋଇ ବଢୁଛି। ଚାଷ ସମୟ ଚାଲିଛି। ଅମଳ ହେବ ପାଇଁ ମଧ୍ୟ ସମୟ ପାଖେଇ ଆସିଲାଣି।

Read more