ଏୟାର ଇଣ୍ଡିଆ ସହ ସଂଶ୍ଳିଷ୍ଠ ଆଉ ୪ କମ୍ପାନୀ ବିକ୍ରି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ‘ଏୟାର ଇଣ୍ଡିଆ’ ପରେ ଏହା ସହ ସମ୍ପୃକ୍ତ ଅନ୍ୟ ୪ ସରକାରୀ କମ୍ପାନୀକୁ ବି ବିକ୍ରି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର

Read more