କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ୍ ସିଗନାଲ

କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ମିଳିଛି ସବୁଜ ସଙ୍କେତ । ଖୁବଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି

Read more