ପୂର୍ବଶତ୍ରୁତାରୁ ଗୁଳିକାଣ୍ଡ, ମୁଣ୍ଡ ଓ ପିଠିରେ ବାଜିଛି ୨ଟି ଗୁଳି

ସୋନପୁର ୧୭।୧୦ : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡ଼ପାଲି ଗାଁରେ ଘଟିଛି

Read more