ସମାଜସେବୀ ତଥା ଗାନ୍ଧିବାଦୀ ପଦ୍ମଶ୍ରୀ ଶାନ୍ତିଦେବୀଙ୍କର ପରଲୋକ

ଗୁଣପୁର: ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ। ସାତ ଦଶନ୍ଧିର ସେବା ଜୀବନର ଘଟିଲା ବିରାମ। ପ୍ରଖ୍ୟାତ ସମାଜସେବୀ ତଥା ଗାନ୍ଧିବାଦୀ ପଦ୍ମଶ୍ରୀ ଶାନ୍ତିଦେବୀଙ୍କର ୮୮ ବର୍ଷ ବୟସରେ ହୃଦ୍‌ଘାତରେ

Read more