ପାକିସ୍ତାନରେ ନିର୍ବାଚନ ଲଢ଼ିବ ଆତଙ୍କବାଦୀ ହାଫିଜ ସଇଦର ପୁଅ

ଲାହୋର: ଭାରତର ବହୁ ଚର୍ଚ୍ଚିତ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ପୁଅ ତାଲହା ସଇଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି ।

Read more