ରାଜଧାନୀରେ ବିଶାଳ ‘ହର ଘର ତ୍ରିରଙ୍ଗା’ ଯାତ୍ରା: ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ବିଶାଳ ଶୋଭାଯାତ୍ରା ଜାରି ରହିଛି। ଲିଙ୍ଗରାଜ ମନ୍ଦିରରୁ ବାହାରିଛି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ଏଥିରେ କେନ୍ଦ୍ର ଶିକ୍ଷା

Read more