ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଛନ୍ତି କି, ଖାଦ୍ୟରେ ଏହି ପରିବା ଅଧିକ ଖାଆନ୍ତୁ

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ

Read more