୯ ଜିଲ୍ଲାରେ ଖରା ସହ ଗୁଳୁଗୁଳି , ବିଜୁଳି ଘଡଘଡି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ଚେତାବନୀ

ଉପକୂଳରେ ତାତି, ଦକ୍ଷିଣ-ପଶ୍ଚିମରେ କାଳବୈଶାଖୀ । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ସମ୍ଭାବନା । ହେଲେ ଉପକୂଳରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।

Read more