୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା

ତାତିରୁ ମିଳୁନି ନିସ୍ତାର। ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା। ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ

Read more