ବର୍ଷାରେ ଉବୁଟୁବୁ ବଲାଙ୍ଗୀର: ସହର ସାରା ଅସମ୍ଭାଳ ପାଣି

ବଲାଙ୍ଗୀର: ପ୍ରବଳ ବର୍ଷା ଯୋଗୁଁ ସାରା ବଲାଙ୍ଗୀର ସହର ଜଳମଗ୍ନ ହୋଇ ପଡ଼ିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ରେଡ୍‌ୱାର୍ଣ୍ଣିଂ

Read more