ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରଣବ ପ୍ରକାଶ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିବା ଚର୍ଚ୍ଚା!

ସମ୍ବଲପୁର ଲୋକସଭା ଆସନରୁ, ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ନବୀନ ନିବାସରେ ବସିଥିବା ବୈଠକରେ ପ୍ରଣବଙ୍କୁ

Read more