୪୮୭ ମିଲିୟନ ହ୍ୱାଟ୍ସ ଆପ ୟୁଜର୍ସଙ୍କ ଡାଟା ଲିକ୍, ଅନଲାଇନରେ ବିକ୍ରି କରୁଛନ୍ତି ହ୍ୟାକର

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ୱାଟ୍ସ ଆପର ୪୮୭ ମିଲିୟନ ୟୁଜର୍ସଙ୍କ ଡାଟା ଚୋରି ହୋଇଛି । ୱାଟ୍ସ ଆପ ୟୁଜର୍ସଙ୍କ ଫୋନ ନମ୍ୱର ବିକ୍ରି କରାଯାଉଛି

Read more