ରାଗିଂ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ହେଲ୍ପ ଲାଇନ୍ ନମ୍ବର ଜାରି

ଖଲ୍ଲିକୋଟ ୭।୭: ବିଭିନ୍ନ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ରାଗିଂ ଯୋଗୁଁ ବହୁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି । ଗଞ୍ଜାମ ଜିଲ୍ଲାରେ କୌଣସି ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ କିମ୍ବା

Read more