ହାଇ ସିକ୍ଯୁରିଟି ନମ୍ବର ପ୍ଲେଟ ମାମଲା: ଆଜି ହେବ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

 ହାଇକୋର୍ଟରେ ହାଇ ସିକ୍ଯୁରିଟି ନମ୍ବର ପ୍ଲେଟ ମାମଲା। ଆଜି ହେବ ମାମଲାର ପରବର୍ତ୍ତୀ ଶୁଣାଣି। ପରିବହନ କମିଶନରଙ୍କ ପକ୍ଷରୁ ହାଇକୋର୍ଟରେ ଅକ୍ଟୋବର ୩୧ ରେ ସତ୍ୟପାଠ ଦାଖଲ

Read more