କାଲି ୭୫ତମ ସ୍ୱାଧିନତା ଦିବସ: ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କାଲି ୭୫ତମ ସ୍ୱାଧିନତା ଦିବସ ପାଳିତ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟସ୍ତରୀୟ ପରେଡରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Read more