ପଞ୍ଚଭୂତରେ ଲୀନ ହେଲେ ହୀରାବେନ, ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଲେ ମୋଦି

ଗାନ୍ଧିନଗର: ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ। ବିନା ଆଡମ୍ବରରେ ତାଙ୍କର ଶେଷକୃତ୍ୟ ଶେଷ କରିଛନ୍ତି ପରିବାର ଲୋକ। ଗାନ୍ଧି ନଗର ଶ୍ମଶାନରେ

Read more