ଇତିହାସକୁ ବିକୃତ କରି ଲେଖା ଯାଇଛି, ଠିକ୍ କରିବାର ଏହା ପ୍ରକୃଷ୍ଟ ସମୟ: ଶାହ

ନୂଆଦିଲ୍ଲୀ: ଇତିହାସକାର ଭାରତର ଇତିହାସ ଭୁଲ୍ ଭାବେ ଲେଖିଛନ୍ତି। ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ପୁଣି ଥରେ ଇତିହାସ ଲେଖାଯିବା ଉପରେ ସେ

Read more