ଇମ୍ରାନ ଆଉ କେବେ ହୋଇ ପାରିବେନି ପ୍ରଧାନମନ୍ତ୍ରୀ

ଇସଲାମାବାଦ୍: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇମ୍ରାନଙ୍କ ପାଇଁ ପୁଣି ଇତିହାସ ଓଲଟି ଯାଇଛି। ଯେଉଁ

Read more