କିଟରେ ହକି ବିଶ୍ୱକପ୍‍ ଟ୍ରଫି; ଅଲିମ୍ପିଆନ୍‍ଙ୍କ ସମେତ ୧୫ହଜାର କ୍ରୀଡ଼ାବିତ୍‍ଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ

Read more