ବିଶ୍ୱକପ ହକି: ଆଜି ବର୍ଷିବ ଗୋଲ୍‌, ଦିନ ଗୋଟାଏରୁ ଆରମ୍ଭ ମ୍ୟାଚ

ଆଜିଠୁ ହକି ବିଶ୍ବକପ । କମ୍ପିବ କଳିଙ୍ଗ, ବିର୍ସାମୁଣ୍ଡାରେ ବର୍ଷିବ ଗୋଲ୍ । ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ ଟକ୍କର

Read more