ଉଡାଣ ଭରିବା ବେଳେ ଫାଟିଗଲା ବିମାନର ଚକା, ୧୧ ଯାତ୍ରୀ ଆହତ

ହଂକଂ ଏୟାରଲାଇନ୍ସ କ୍ୟାଥେ ପାସିଫିକ୍ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା।

Read more