ଏମ୍ସରେ ଆହତ ୨ ଯବାନଙ୍କୁ ଭେଟିଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର ୧୧।୭: ଏମ୍ସ ଯାଇ ଦୁଇ ଆହତ ଯବାନଙ୍କ ଭେଟିଲେ ପୋଲିସ ଡିଜି ଅଭୟ । ଶନିବାର ଆହତ ହୋଇଥିବା ଦୁଇ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Read more