ତୃତୀୟ ଦିନ ଗୃହ ଆରମ୍ଭରୁ ବିରୋଧୀଙ୍କ ଜୋରଦାର ହଙ୍ଗାମା, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି

ଆଜି ବି ଚାଲି ପାରିଲାନି ବିଧାନସଭା ଅଧିବେଶନ। ତୃତୀୟ ଦିନ ଗୃହ ଆରମ୍ଭରୁ ହୋହଲ୍ଲା। ଚାଲି ପାରିଲାନି ପ୍ରଶ୍ନକାଳ । ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ

Read more