ବର୍ଷକୁ କେତେ ଥର ସୁନାବେଶ ହୁଅନ୍ତି ମହାପ୍ରଭୁ? କେତେ ଥର ଦିଅନ୍ତି ରାଜରାଜେଶ୍ୱର ବେଶରେ ଦର୍ଶନ?

ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ । ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ

Read more