ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଭାରତ ଖର୍ଚ୍ଚ କରିଛି କେତେ ହଜାରକୋଟି ? ଜାଣନ୍ତୁ, କେଉଁ ଦେଶର ଜି-୨୦ ବଜେଟ୍ ଏଯାବତ୍‌ ସବୁଠୁ ଅଧିକ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସଦ୍ୟ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀକୁ ଆସିଥିବା ସମସ୍ତ ସଦସ୍ୟ ଦେଶମାନେ ଦିଲ୍ଲୀ ଘୋଷଣାନାମାକୁ ଗ୍ରହଣ କରିବା ପରେ ଏହାକୁ ସଫଳ ବୋଲି ବିବେଚନା କରାଯାଉଛି।

Read more