ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ

ଲାଠୋର ଡାକ୍ତରଖାନାରୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ। ଘଟଣା ସ୍ଥଳରେ ଉତ୍ତେଜନା। ତୁରେକେଲା ଥାନା ଗଏନ୍ଦିମାଲ ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Read more