ସୀମା ଲଘିଂଲା ସ୍ୱାମୀ, ବନ୍ଧୁ ସହ ମିଶି କାଟିଲା ସ୍ତ୍ରୀର ଚୂଳ

ବାଲେଶ୍ୱର: ପାଶବିକତାର ସୀମା ପାର କଲା ସ୍ବାମୀ । ବନ୍ଧୁ ସହ ମିଶି ସ୍ତ୍ରୀର ଚୂଳକୁ କାଟିଲା ସ୍ୱାମୀ । ନୀଳଗିରି ଥାନା ବାଇଗଡ଼ିଆ ଗାଁରେ ଘଟିଛି

Read more