ମୁଁ କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି: ମହମ୍ମଦ ମୋକିମ

ମୁଁ କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି । ଏଭଳି କହିଛନ୍ତି କଟକ ରାଜନୀତିର ଚର୍ଚ୍ଚିତ ନେତା ମହମ୍ମଦ ମୋକିମ। କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ମହମ୍ମଦ ମୋକିମ।

Read more