ଆଇସିସି ଲାଗୁ କଲା ନୂତନ ନିୟମ, ଗୋଟିଏ ଭୁଲ୍ ବୋଲିଂ ଦଳକୁ ପଡିବ ଭାରି

ନୂଆଦିଲ୍ଲୀ ୦୭।୦୧: ଏବେ ଟି-୨୦ରେ ବୋଲିଂ କରୁଥିବା ଦଳକୁ ଟିକେ ଭୁଲ୍ କଲେ ପଡିବ ମହଙ୍ଗା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) କ୍ରିକେଟ୍ ନିୟମରେ କିଛି ପରିବର୍ତ୍ତନ କରିଛି।

Read more