ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ମହିଳା ମୋର୍ଚ୍ଚାଙ୍କ ଧାରଣା

ଧନୁପାଲି ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ତୀବ୍ର ପ୍ରତିକ୍ରିୟା । ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବିରେ ଜୋର ଆନ୍ଦୋଳନ କରିଛି ବିଜେଡି । ଭୁବନେଶ୍ୱର

Read more