ଇଫକୋ ପାରାଦୀପ ଆରମ୍ଭ କଲା ଜିପସମ୍ ରପ୍ତାନୀ, ପ୍ରଥମ ପର୍ଯ୍ୟାୟରେ ଗୁଜରାଟ ବନ୍ଦରକୁ ଗଲା ଜିପସମ୍

ଦେଶର ପ୍ରମୁଖ ଷ୍ଟିଭେଡୋରିଂ କମ୍ପାନୀ ଓଡ଼ିଶା ଷ୍ଟିଭେଡୋର୍ସ ଲିମଟେଡ୍ (ଓଏସ୍‌ଏଲ୍‌) ପକ୍ଷରୁ ପାରାଦୀପ ବନ୍ଦରରୁ ଜିପସମର ସର୍ବପ୍ରଥମ ଘରୋଇ ରପ୍ତାନିର ପରିଚାଳନା କରାଯାଇଛି । ଅଲ୍ଟ୍ରାଟେକ ସିମେଣ୍ଟ

Read more