ବିଷ ବଳୟରେ ନୀଳଗିରି । ବେଧଡକ ଭାବେ ଚାଲିଛି ବେଆଇନ୍ ଇଟାଭାଟି । ନିୟମ ଉଲ୍ଲଂଘନ ସହ ଜମୁଛି ଇଟା ବ୍ୟବସାୟ, ପ୍ରଦୂଷଣ ସାଙ୍ଗକୁ ଧୂଆଁରେ ଅତିଷ୍ଠ ଗ୍ରାମବାସୀ

ବିଷ ବଳୟରେ ଘେରି ରହିଛି ନୀଳଗିରି । ବେଧଡକ ଭାବେ ଚାଲିଛି ବେଆଇନ୍ ଇଟାଭାଟି । କଡାକଡି କରାଯାଇଥିବା ନିୟମକୁ ଫୁ’ କରି ଉଡାଇ ଦେଇଛନ୍ତି ଇଟା

Read more