ସମ୍ବଲପୁରୀ ଲୋକଗୀତ ଡାଲଖାଇ ଗୀତର ତାଳେ ତାଳେ ନାଚିଲେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ମୁଖ୍ୟ କେ. ଜର୍ଜିଇଭା

ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଜି-୨୦ ସମ୍ମିଳନୀ । ବିଶ୍ବନେତାଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ । ଜି-୨୦ ସମ୍ମିଳନୀ ପାଇଁ ସଜ୍ଜିତ ହୋଇଛି ଭାରତ

Read more