ପଦ୍ମକେଶରୀପୁରରେ ହିଂସା ଘଟଣା : ଦୁଇ ଗିରଫ

ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁରରେ ସୁଧ କାରବାରରେ ସଂପୃକ୍ତ ଦୁଇ ମହାଜନ ଗିରଫ । ଅଭିଯୁକ୍ତ ସୁବ୍ରତ ଦାସ ଏବଂ ତ୍ରିବେନ୍ଦ୍ର ଦାସକୁ ପୋଲିସ ଗିରଫ କରିଛି ।

Read more