ବଜାରରେ ଚାର୍ ମଗଜ ଅମୂଲ ମୂଲ: ୩ ମାସରେ ମୂଲ୍ୟ ବଢ଼ିଲାଣି ତିନି ଗୁଣ

କଟକ : ତରକାରୀକୁ ଅଧିକ ସ୍ବାଦିଷ୍ଟ କରିବାକୁ ବ୍ୟବହାର ହେଉଥିବା ଚାର୍ ମଗଜର ମୂଲ୍ୟ ତିନି ଗୁଣ ବଢ଼ିଯାଇଛି। କେଜି ପିଛା ୧୫୦ରୁ ଏବେ ୪୮୦ ଛୁଇଁଲାଣି।

Read more