IND vs BAN : ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ବାଂଲାଦେଶ, ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

ମୀରପୁର ୦୪।୧୨: ରବିବାରଠୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଘରୋଇ ଟିମ୍‌ ବାଂଲାଦେଶ । ଯାହାଫଳରେ ପ୍ରଥମେ

Read more