ଋଷର ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ, ୟୁକ୍ରେନର ମାନବିକ ସଙ୍କଟ ଉପରେ ଋଷର ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଦୂରେଇ ଯାଇଛି ଭାରତ ।

Read more