ମିଥ୍ୟା ଯୌତୁକ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ଘୋର ନିଷ୍ଠୁରତା, ଏହାକୁ କ୍ଷମା କରାଯାଇପାରିବ ନାହିଁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପରିବାର ଉପରେ ମିଥ୍ୟା ଯୌତୁକ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ଆଣିବା ଅତ୍ୟନ୍ତ ନିଷ୍ଠୁରତା ଏବଂ ଏହାକୁ କ୍ଷମା କରାଯାଇପାରିବ

Read more