୨୪ ଘଣ୍ଟାରେ ଦେଶରେ ବାହାରିଲେ ୪୩ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, ୭/୭ : ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦୈନିକ ଲକ୍ଷାଧିକ ସଂକ୍ରମଣ ପରେ ଏବେ ୧ ଲକ୍ଷ ତଳକୁ ଖସିଛି ପଜିଟିଭ ।

Read more