ଏପ୍ରିଲରେ ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦/୦୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ । ସେ ଏପ୍ରିଲ ୨ରେ ଭାରତ ଆସିବେ ବୋଲି ସୂଚନା ମିଳିଛି

Read more