ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦; ୬୫ ରନ୍‌ରେ ଜିତିଲା ଟିମ୍ ଇଣ୍ଡିଆ, ସୂର୍ଯ୍ୟକୁମାର ପ୍ଲେୟାର ଅଫ ଦି ମ୍ୟାଚ୍

ନୂଆଦିଲ୍ଲୀ: ଦ୍ବିତୀୟ ଟି-୨୦ରେ ଭାରତ ବଡ଼ ବିଜୟ । ୬୫ରନରେ ଜିତିଲା ଟିମ୍ ଇଣ୍ଡିଆ । ୧୮.୫ ଓଭରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ହାର୍ଦ୍ଦିକ ବାହିନୀ ।

Read more