ଭାରତୀୟଙ୍କୁ ଫେରାଇ ଆଣିବାକୁ ଆଫଗାନିସ୍ତାନରେ ପହଞ୍ଚିଲା ବାୟୁସେନା ବିମାନ, ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି

କାବୁଲ୍‌, ୧୬/୦୮: ଆଫଗାନିସ୍ତାନରେ ତାଲିବାନ୍‌ ରାଜ୍ ନିଶ୍ଚିତ ହେବା ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଛି ।

Read more