ଭାରତୀୟ ପର୍ଯ୍ୟଟକ ଏବେ ଫ୍ରାନ୍ସରେ UPIରୁ କରିପାରିବେ ପେମେଣ୍ଟ୍‌, ଏଫିଲ୍‌ ଟାଓ୍ଵାରରୁ ହେବ ଶୁଭାରମ୍ଭ: ପିଏମ୍‌ ମୋଦି

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭଲ ଖବର। ବହୁତ ଜଲ୍‌ଦି ସେମାନେ ଫ୍ରାନ୍ସରେ ୟୁପିଆଇ(UPI) ବା ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ ଉପଯୋଗ କରି ପେମେଣ୍ଟ୍‌ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର

Read more