ଖାରକିଭ ଛାଡନ୍ତୁ ଭାରତୀୟ : ଦୂତାବାସର

ଖାରକିଭ ୦୨।୦୩: ୟୁକ୍ରେନର ଖାରକିଭ ସହର ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ବୋମା ଏବଂ ମିସାଇଲ ମାଡରେ ସହରର ଅବସ୍ଥା ଦୟନୀୟ ହୋଇ ପଡିଛି।

Read more